Bikash Khabar
ରାଜଧାନୀରେ ଆରମ୍ଭ ହୋଇଛି ପେଷାଦାର ଘରୋଇ ସ୍ୱାସ୍ଥ୍ୟ ଯତ୍ନ ସୁବିଧା

ନେଦର ଲ୍ୟାଣ୍ଡର ମୂଳ Buurtzorg ନାମକ ଏକ ଆନ୍ତଃ ରାଷ୍ଟ୍ରୀୟ ସଂଗଠନ ଭାରତରେ ପାଦ ଥାପିଛି । କୋଲାକାତା, ବାରଣାସୀ ଓ ଭୁବନେଶ୍ୱରରେ ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ପ୍ରଫେସନାଲ ହୋମ ହେଲଥ୍ କେୟାର ସର୍ଭିସ ।
ଯେଉଁ ପରିବାରରେ ବୟସାଧିକ୍ୟ ସଦସ୍ୟଙ୍କ ସେବା ଆବଶ୍ୟକ କରାଯାଉଛି କିମ୍ବା ଯେଉଁଠି ପ୍ରସୂତୀ ଓ ନବଜାତକ ଶିଶୁମାନଙ୍କ ଯତ୍ନ ପାଇଁ ପେଷାଦାର ହେଲଥ କେୟାର ସର୍ଭିସ ନିଜ ଘରେ ମିଳୁ ବୋଲି ଚାହୁଁ ଥାଆନ୍ତି ତେବେ ଆପଣ ଏହି ସଂସ୍ଥା ସହ ଯୋଗାଯୋଗ କରିପାରିବେ । ଏଥିପାଇଁ ୯୮୩୦୪୮୬୩୦୧/୦୩୩-୪୬୦୦-୪୪୭୯ରେ ଯୋଗାଯୋଗ କରାଯାଇପାରିବ । ହୋମ ହେଲଥ କେୟାରରେ ଏହି ସଂସ୍ଥା ପ୍ରଭାବୀ ଓ ପେଷାଦାର ଦୃଷ୍ଟିଭଙ୍ଗୀ ରଖିଥାଏ । 
 

07/09/2018

Leave a Reply

Your email address will not be published. Required fields are marked *

Comments