Bikash Khabar
ଆସିଗଲା ନୂଆ ଉପକରଣ ,୪୦୦ଟଙ୍କାରେ କରିପାରିବେ କରୋନା ପରୀକ୍ଷା

ଆଇଆଇଟି ଖଡ଼ଗପୁରର ଗବେଷକମାନେ କରୋନା ରାପିଡ୍ଟେଷ୍ଟ ପାଇଁ ଏକ ନୂଆ ଟେକ୍ନୋଲଜି ବିକଶିତ  କରିଛନ୍ତି ଏହି ଅଲଟ୍ରା ପୋର୍ଟେବଲ ଡିଭାଇସ୍ ଦାମ୍୪୦୦ଟଙ୍କା ବୋଲି କୁହାଯାଉଛି ଏହି ଡିଭାଇସ୍ଏକ ମୋବାଇଲ୍ ଆପ୍ଲିକେସନ ଜରିଆରେ ଯାଞ୍ଚର ଏକ ଘଣ୍ଟା ଭିତରେ ପରୀକ୍ଷଣର ଫଳାଫଳ ଦେବାରେ  ସକ୍ଷମ ହେବ ଏତେ କମସମୟ ଭିତରେ ଅନ୍ୟ କୌଣସି ଉପକରଣ ଜରିଆରେ ଯାଏଁ ଯାଞ୍ଚ ସମ୍ଭବ ହୋଇପାରିନାହିଁ ଏବେ କରୋନା ଟେଷ୍ଟ ପାଇଁ ସାଧାରଣରେ ଆରଟି-ପିସିଆର ଟେଷ୍ଟରେ ଲୋକଙ୍କୁ  ୨୦୦୦ରୁ ୨୪୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ଯଦି ଆଇଆଇଟି ଖଡ଼ଗପୁର ଦ୍ୱାରା ବିକଶିତ ଅଲଟ୍ରା  ପୋର୍ଟେବଲ ଡିଭାଇସ୍ ରାପିଡ୍ଟେଷ୍ଟିଂ ପାଇଁ  ସଫଳ ସାବ୍ୟସ୍ତ ହେବ , ତେବେ କମ୍ଦାମ୍ରେ ଲୋକଙ୍କ ଟେଷ୍ଟ ସମ୍ଭବ ହୋଇପାରିବ ଏହାର ଫଳାଫଳ କୁ ନେଇ ଆବଶ୍ୟକୀୟ ପରୀକ୍ଷଣ ଦ୍ରୁତ ଗତିରେ ଚାଲିଛି ଆଇଆଇଟି ଖଡ଼ଗପୁର ଦ୍ୱାରା ବିକଶିତ କରୋନା ଟେଷ୍ଟ ଡିଭାଇସ୍ ନାମକରଣ ନୋବଲ ଟେକ୍ନୋଲଜି ରଖାଯାଇଛି ଏହି ଡିଭାଇସ୍କୁ୨୫ ଜୁଲାଇ ସକାଳ ୧୧.୩୦ ରେ ଲଞ୍ଚ କରାଯାଇଛି। କରୋନା ଲଢ଼େଇରେ ଏହି ଡିଭାଇସ ଏକ ଶକ୍ତ ଅସ୍ତ୍ର।

 

26/07/2020

Leave a Reply

Your email address will not be published. Required fields are marked *

Comments