Bikash Khabar
ବିଏସ୍‌ଏନ୍‌ଏଲ୍‌ ସିମରୁ କଥା ହେଲେ ମିଳିବ କ୍ୟାସବ୍ୟାକ୍‌

ବିଏସ୍ଏନ୍ଏଲ୍ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର। କମ୍ପାନି ନିଜର ବିଏସ୍ଏନ୍ଏଲ୍ ପେ ଅଫରର ବୈଧ ସମୟସୀମା ବୃଦ୍ଧି କରିଛି ବର୍ତ୍ତମାନ ଏହି ଅଫରର ଲାଭ ଗ୍ରାହକ ଜୁନ୍୩୦ ପର୍ଯ୍ୟନ୍ତ ଉଠାଇ ପାରିବେ। ବିଏସ୍ଏନ୍ଏଲ୍ ଏହି ଅଫର୍ରେ ଉପଭୋକ୍ତାମାନଙ୍କୁ ମିନିଟର କଲ୍ବଦଳରେ ପଇସା କ୍ୟାସବ୍ୟାକ୍ମିଳିଥାଏ ଏହି କଲ୍ମୋବାଇଲ୍ଏବଂ ଲ୍ୟାଣ୍ଡଲାଇନରୁ ମଧ୍ୟ କରାଯାଇପାରିବ ଉପଭୋକ୍ତାମାନେ ଏହି ଅଫରରୁ ମାସକୁ ୫୦ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ। ଚଳିତ ମାସ ଆରମ୍ଭରେ ଏହି ଅଫରର ଅବଧି ବୃଦ୍ଧି ହୋଇଥିବା କମ୍ପାନି ପକ୍ଷରୁ ସୂଚନା ମିଳିଥିଲା। ଏହି ଅଫର ମଇ ୩୦ରେ ସମାପ୍ତ ହୋଇଯିବାର ଥିଲ। କିନ୍ତୁ କମ୍ପାନି ଲକ୍ଡାଉନ୍କୁ ଧ୍ୟାନରେ ରଖି ଏହି ଅଫରର ଅବଧିକୁ ବୃଦ୍ଧି କରିଥିଲା। ଏହାପୂର୍ବରୁ କମ୍ପାନି ଏହି ଅଫରକୁ ଡିସେମ୍ବର ୨୦୧୯ରେ ଶେଷ କରିଥାଆନ୍ତା, କିନ୍ତୁ ଏହାକୁ ପର୍ଯ୍ୟନ୍ତ ମାସ ବୃଦ୍ଧି କରିଥିଲା।

26/06/2020

Leave a Reply

Your email address will not be published. Required fields are marked *

Comments