Bikash Khabar
ହେଲମେଟ୍‌ରେ ବାଧ୍ୟତାମୂଳକ ହେବ ବିଆଇଏସ୍‌ ଚିହ୍ନ

 ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ବରଣ କରୁଥିବା ଅନେକ ଙ୍କ ଜୀବନ ମୁଣ୍ଡରେ ଆଘାତ ଜନିତ କାରଣରୁ ହେଉଥିବା ବିଶେଷଜ୍ଞ ମାନେ ଦର୍ଶାନ୍ତି ମୁଣ୍ଡକୁ ସୁରକ୍ଷା ଦେବାପାଇଁ ସରକାର ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କଲେ ଅମାନୀକାରୀଙ୍କ ପ୍ରତି ଦଣ୍ଡବିଧାନ କଲେ ଏସବୁ ପରେ ଲୋକେ ଶସ୍ତା ହେଲମେଟ ପରିଧାନ କରି ଜୀବନ ଦେଉଥିବା ଖବର ଜଣାପଡିବା ପରେ ସରକାର ଆଉ ପାଦେ ଆଗକୁ ଯାଇ କଠୋର ହୋଇଛନ୍ତି ଦେଶରେ ବିଆଇଏସ୍ ପ୍ରମାଣପତ୍ର ଥିବା ହେଲମେଟ୍ ଉତ୍ପାଦନ ବିକ୍ରିକୁ ବାଧ୍ୟତାମୂଳକ କରାଯିବ। ନିଷ୍ପତ୍ତି ନିଆଯାଇଛି ଦିଗରେ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୁର୍ଘଟଣାରୁ ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଆଜି କେନ୍ଦ୍ର ସଡ଼କ ପରିବହନ ରାଜପଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାଦ୍ବାରା ହେଲମେଟ୍ ମାନରେ ଉନ୍ନତି ଆସିବ ଏବଂ ଦୁଇ ଚକିଆ ଯାନ ଚାଳକଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇବ। ମନ୍ତ୍ରାଳୟ ପକ୍ଷରୁ ସଂକ୍ରାନ୍ତରେ ଏକ ଚିଠା ବିଜ୍ଞପ୍ତି ଜାରି ହୋଇଛି। ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ ଆଇନ ୨୦୧୬ ଆଧାରରେ ଏହା କରାଯିବ। ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରସ୍ତାବ ଉପରେ ପରାମର୍ଶ ମତାମତ ଲୋଡ଼ାଯାଇଛି।

 

02/08/2020

Leave a Reply

Your email address will not be published. Required fields are marked *

Comments