Bikash Khabar
ଆସନ୍ତା ସପ୍ତାହରୁ ରୁଷିଆରେ ଗଣଟିକାକରଣ, ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

କରୋନା ଲଢେ଼ଇ ଭିତରେ ଗୋଟିଏ ପରେ ଗୋଟିଏ ଖୁସି ଖବର। ଏବେ ଖୁସି ଖବର ଦେଇଛି ଋଷ୍। ଆସନ୍ତା ସପ୍ତାହରୁ ରୁଷିଆରେ ଆରମ୍ଭ ହେବ ଟିକାକରଣ ଅଭିଯାନ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ଇଂଲଣ୍ଡ ଋଷିଆରେ ଏକାସଙ୍ଗେ ଆରମ୍ଭ ହେବ ଟିକାକରଣ। ଆସନ୍ତା କିଛି ଦିନ ମଧ୍ୟରେ ୨୦ଲକ୍ଷ ଡୋଜ୍ ଭତ୍ପାଦନ କରିବ ରୁଷିଆ ନିକଟରେ ଋଷ୍ ଟିକା ସ୍ଫୁଟନିକ-ଭି ୯୫ ପ୍ରତିଶତ ଫଳପ୍ରଦ ବୋଲି ଦାବି କରିଥିଲା ରୁଷିଆ। ଗତ ଅଗଷ୍ଟ ମାସରଜ ସ୍ଫୁଟନିକ-ଭି ଭ୍ଯାକସିନକୁ ମଞ୍ଜୁରୀ ଦେଇଥିଲେ ଋଷ୍ ସରକାର ତେଣେ ଫାଇଜର ଦ୍ୱାରା ପ୍ରସ୍ତୁତ କରୋନା ଟୀକା କୁ ବ୍ରିଟେନ ଅନୁମୋଦନ କରିଛି ତୁରନ୍ତ ସର୍ବସାଧାରଣଙ୍କ ଲାଗି ଉପଲବ୍ଧ କରାଯିବ

03/12/2020

Leave a Reply

Your email address will not be published. Required fields are marked *

Comments