Bikash Khabar
୧୧ ଜିଲ୍ଲା ସଟଡାଉନର ଆଜି ଦ୍ୱିତୀୟ ଦିନ,ସ୍ମାର୍ଟ ସିଟି ଭୁବନେଶ୍ୱର ରେ କଡା କଟକଣା

କରୋନା ମୁକାବିଲା ରାଜ୍ୟରେ ୧୧ ଜିଲ୍ଲାରେ ଚାଲିଛି ଦୁଇଦିନିଆ ସଟଡାଉନ ୧୧ ଜିଲ୍ଲାରେ ଲାଗୁ ହୋଇଛି ସାପ୍ତାହିକ ସଟଡାଉନ୍ କରୋନା ପ୍ରଭାବ ଅଧିକ ଥିବା ୧୧ଟି ଜିଲ୍ଲା ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ସଟଡାଉନ ରହିଛି ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ ଡାକ୍ତରଖାନା ଔଷଧ ଦୋକାନ ଖୋଲା ରହିବ ପେଟ୍ରୋଲ ପମ୍ପ ମଧ୍ୟ ଖୋଲାରହିବ ସଟଡାଉନ ସମୟରେ ଏହି ୧୧ଟି ଜିଲ୍ଲାରେ ମ୍ୟୁନିସପାଲ ପ୍ରଶାସନ, ଦମକଳ ସେବା, ଶକ୍ତି ବିଭାଗ, ଟେଲିଫୋନ ସେବା ,ଜଳ ଯୋଗାଣ ବିଦ୍ୟୁତ ସେବା ଜାରି ରହିଛି  ମାଲ ପରିବହନ କରୁଥିବା ଯାନ ଉପରେ କୈାଣସି କଟକଣା ନାହିଁ ଶିଳ୍ପାନୁଷ୍ଠାନ, ସର୍ଭିସ ସେକ୍ଟର ଚାଲୁ ରହିବ ହୋଟେଲ ହସ୍ପିଟାଲିଟି ସେବାକୁ ବି ଅନୁମତି ଦେଇଛନ୍ତି ସରକାର ପବ୍ଲିକ ଟ୍ରାନସପୋର୍ଟ ଯାନ ଟାକ୍ସି ସେବା ଜାରି ରହିବ ଲୋକେ ବସଷ୍ଟାଣ୍ଡ, ରେଳଷ୍ଟେସନ ବିମାନ ବନ୍ଦରକୁ ଯାତାୟତ କରିପାରିବେ ସଟଡାଉନ ପରେ ବିଭିନ୍ନ ସ୍ଥାନରେ ଯାଂଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ସ୍ମାର୍ଟ ସିଟି ଭୁବନେଶ୍ୱର ରେ କଡା କଟକଣା ଦେଖିବାକୁ ମିଳିଛି ରାସ୍ତାଘାଟ ,ଦୋକାନ ବଜାର ସବୁ ବନ୍ଦ ରାଜଧାନୀ ତାର ପ୍ରତିଷ୍ଠା ଦିବସଠାରୁ ଏଭଳି ଲମ୍ବା ନୀରବତା ପ୍ରଥମ ଥର ପାଇଁ ଦେଖୁଚି

07/06/2020

Leave a Reply

Your email address will not be published. Required fields are marked *

Comments