Bikash Khabar
ବିଧାନସଭାକୁ କାଗଜ ଶୁନ୍ୟ ପାଇଁ ଆଜିଠୁ ପ୍ରଶିକ୍ଷଣ

ଏଣିକି ବିଧାନସଭାରେ ସବୁ କାମ  ଅନଲାଇନ ରେ  ହେବ ଆଉ ଚାଲିବନି କାଗଜ ରେ କାମ  ଏଥି ପାଇଁ ଆଜିଠାରୁ ଓକାକ ପକ୍ଷରୁ ଟ୍ରେନିଂ ଦିଆଯିବ ବିଧାନସଭା କର୍ମଚାରୀ, ବାଚସ୍ପତି, ଉପବାଚସ୍ପତି ବିଧାୟକମାନେ ଏହି ଟ୍ରେନିଂ ନେବେ ଚଳିତ ଶୀତ ଅଧିବେଶନରେ ଅନଲାଇନରେ ବିଧାଯକମାନେ ପ୍ରଶ୍ନ ପଚାରିବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ଓସ୍ବାସ୍ ସଫ୍ଟ ଓୱୟର ଜରିଆରେ ଏହି କାମ କରାଯି୍ ପ୍ରଥମ ପର୍ଯ୍ୟାୟ ରେ ବିଧାନସଭା ଆକାଉଣ୍ଟସ୍ ବିଭାଗ, ଅଫିସ୍ ଏଷ୍ଟାବ୍ଲିସ୍ମେଣ୍ଟ୍, ସାଧାରଣ ଆନୁସଙ୍ଗିକ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏସବୁ ବିଭାଗର ଏଏସ୍, ଏସ୍, ଡେସ୍କ୍ ଅଫିସର, ଅନୁସଚିବ, ଉପଶାସନ ସଚିବ, ସଚିବଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏହା ପରେବ ବାଚସ୍ପତି ଉପବାଚସ୍ପତି ବି ଅନ୍ଲାଇନ୍ ଫାଇଲ କାମ ପାଇଁ ପ୍ରଶିକ୍ଷଣ ନେବେ ଏଥି ପାଇଁ ମୋଟ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ

06/11/2020

Leave a Reply

Your email address will not be published. Required fields are marked *

Comments