Bikash Khabar
କୋଭିଡ ବେଳେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍କର୍ଷ ପାଇଁ କ୍ରୁଟକୁ ପୁରସ୍କାର

କୋଭିଡ ୧୯ ମହାମାରୀ ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଇନୋଭେସନ ଉତ୍କର୍ଷ ପାଇଁ ଓଡିଶାର କ୍ୟାପିଟାଲ ରିଜିଅଲ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) କୁ ପୁରସ୍କାର ମିଳିଛି ଏହି ପୁରସ୍କାର ଗୃହ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳଯ ଦ୍ୱାରା ତ୍ରୟୋଦଶ ଅର୍ବାନ ମୋବିଲିଟି କନଫରେନ୍ସ ୨୦୨୦ ଅବସରରେ ପ୍ରଦାନ କରାଯାଇଛି କରୋନା ମହାମାରୀ ସମୟରେ କ୍ରୁଟ୍ ପକ୍ଷରୁ ନିଜର ସାମାଜିକ ଦାୟିତ୍ୱ ସମ୍ପାଦନ କରି ଘର ପାଖ ବସଷ୍ଟପଗୁଡିକୁ ପନିପରିବା ଭେଣ୍ଡିଂ ଜୋନରେ ପରିବର୍ତ୍ତିତ କରାଯିବା ସହିତ ଭ୍ରାମ୍ୟମାଣ  ଗ୍ରୋସୋରୀ ଯୋଗାଣ ସେବାପ୍ରଦାନ କରାାଇଥିବା ମନ୍ତ୍ରଣାଳଯପକ୍ଷରୁ ଉଲ୍ଲେଖ କରାାଇଛି ସେହିପରି କ୍ରୁଟ୍ ପକ୍ଷରୁ କୟାସଲେସ୍ ସ୍ପର୍ଶବିହୀନ ଟିକେଟ୍ ନିମନ୍ତେ ଆରମ୍ଭ କରାାଇଥିବା ଡିଜିଟାଲ ପେମେଣ୍ଟ ମୋ କାର୍ଡକୁ ମଧ୍ୟ ପ୍ରଶଂସା କରାଯାଇଛି

10/11/2020

Leave a Reply

Your email address will not be published. Required fields are marked *

Comments