Bikash Khabar
ପ୍ରାକୃତିକ ବିପର୍ଯ୍ୟୟ ରୁ ଫସଲହାନି ରେ ଓଡିଶା ଆଗରେ

ବୈଶାଖ ମାସରେ ନିଜ ଫସଲକୁ ପବନର ଆଁ ମୁହଁ ରେ ଛାଡିଛନ୍ତି ଓଡ଼ିଶାର ଚାଷୀ ୨୦୧୮ ରୁ ୨୦୧୯ ମେ ମାସ ସୁଦ୍ଧା ଚାଷୀମାନଙ୍କ ୧୯୫୦ କୋଟି ତାଙ୍କ ମୂଲ୍ୟର . ଲକ୍ଷ ହେକଟର ଚାଷ ବର୍ବାଦ ହୋଇଛି ମାସ ବ୍ୟବଧାନରେ ଦୁଇ ଦୁଇ ଟି ସାମୁଦ୍ରିକ ବାତ୍ୟା ତିତଲୀ ଫୋନି ଫୁତ୍କାର ଓଡ଼ିଶାରେ ଶୁଭିଛି ବାତ୍ୟାଦ୍ୱାରା ଓଡ଼ିଶାର ଚାଷୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି କେନ୍ଦ୍ର ସରକାର ଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ୨୦୧୯ ମେ ସୁଧା ରାଜ୍ୟର . ଲକ୍ଷ ହେକ୍ଟର ଚାଷଜମି ପ୍ରାକୃତିକ ବିପର୍ଯ୍ୟୟ ଶିକାର ହୋଇଛି ୨୦୧୭-୧୮ ବର୍ଷରେ ମାତ୍ର .୪୨ ଲକ୍ଷ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିଲା ଗତ ବର୍ଷ ତଳେ ୨୦୧୩-୧୪ ରେ ଫାଇଲିନର ତାଣ୍ଡବ ଦେଖିବାକୁ ମିଳିଥିଲା ତା ପରବର୍ତ୍ତୀ ସମୟରେ ଟିଟିଲି  ପ୍ରକୋପ ରେ ମଧ୍ୟ ବ୍ୟାପକ ଫସଲ ନଷ୍ଟ ହୋଇଥିଲା ଏବଂ ଏବେ ଫୋନି ୧୪ ଟି ଜିଲ୍ଲାରେ ରବି ଫସଲ ସମେତ ନଡ଼ିଆ ,ଛତୁ ମାଛଚାଷ ସମେତ ଫଲଚାଷ କୁ ଉଜାଡି ଦେଇଛି ଫାଇଲିନରେ ୨୦୧୩-୧୪ ବେଳକୁ ୩୮୫୦ କୋଟି ଟଙ୍କାର ଫସଲ ନଷ୍ଟ ହୋଇଥିବା ବେଳେ ୨୦୧୮-୧୯ ରେ ୧୯୫୦ କୋଟି ଟଙ୍କାର ଫସଲ ନଷ୍ଟ ହୋଇଥିବା କୃଷି ବିଭାଗର ପ୍ରଧାନ ସଚିବ ସୌରଭ ଗର୍ଗ କହିଛନ୍ତି

18/05/2019

Leave a Reply

Your email address will not be published. Required fields are marked *

Comments