Bikash Khabar
ଡିଜେଲ୍‌ର ହେବ ହୋମ୍ ଡେଲିଭରି

ଡିଜେଲ୍କୁ ଗ୍ରାହକଙ୍କ ଘରେ ଘରେ ପହଞ୍ଚାଇବା ପାଇଁ ତୈଳ କଂପାନିଗୁଡ଼ିକ ବଡ଼ ଧରଣର ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଏହି କାମରେ ଷ୍ଟାର୍ଟଅପ୍ସଂସ୍ଥାଗୁଡ଼ିକୁ ନିୟୋଜିତ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ହାଇସ୍ପିଡ୍ ଡିଜେଲ୍ ହୋମ୍ ଡେଲିଭରି କରିବା ଲାଗି ଆଗ୍ରହୀ ଥିବା ଷ୍ଟାର୍ଟଅପ୍ସଂସ୍ଥାଗୁଡ଼ିକ ଠାରୁ ଦେଶର ତିନି ପ୍ରମୁଖ ତୈଳ କଂପାନି ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ବିଡ୍ ଆହ୍ବାନ କରିଛନ୍ତି। ବର୍ତ୍ତମାନ ଦେଶରେ ଫୁଏଲ୍ବଡି, ରେପୋସ୍ଏନର୍ଜି, ପେପ୍ଫୁଏଲସ୍, ମାଇଁପେଟ୍ରୋଲ୍ପମ୍ପ୍ ହମ୍ସଫର୍ଭଳି ସଂସ୍ଥା ଡିଜେଲ୍ ହୋମ୍ ଡେଲିଭରି କରୁଛନ୍ତି।

23/07/2020

Leave a Reply

Your email address will not be published. Required fields are marked *

Comments