Bikash Khabar
ଓଡିଶା ମୁହାଁଉଛି 'ଫୋନି,୫ ଆଇଏସ ଙ୍କୁ ୫ ଜିଲ୍ଲା ଦାୟିତ୍ୱ

  ତାରିଖ ଅପରାହ୍ନ ସୁଦ୍ଧା ଓଡିଶା ଉପକୂଳ ଛୁଇଁପାରେ  ସାମୁଦ୍ରିକ ବାତ୍ୟା ଫୋନି ଏହି ସମୟରେ ପବନର ଗତି ଘଂଟାପ୍ରତି ୧୭୫ କିଲୋମିଟର ରହିବ ସେହିଭଳି ତାରିଖ ସକାଳ ସୁଦ୍ଧା ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ମୟୁରଭଂଜ ଦେଇ ପଶ୍ଚିମବଙ୍ଗ ମୁହାଁ ହେବ    ପୁରୀ ବାଲୁଖଣ୍ଡରେ ଫୋନି ମାଡ ହେବା ନେଇ ପୂର୍ବାନୁମାନ କରିଛି ୟୁଏସ ନେଭିର ଜଏଂଟ ଟାଇଫୁନ ୱାର୍ଣ୍ଣିଂ ସେଂଟର ପୂର୍ବରୁ  କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ କୁଳ ଛୁଇଁବାର ଆକଳନ କରାଯାଇଥିଲା

ସେପଟେ, ଭାରତୀୟ ପାଣିପାଗ ବିଭାଗ କହୁଛି ଯେ, ତାରିଖ ଅପରାହ୍ନରେ ଫୋନି ଓଡିଶା ଉପକୂଳ ଛୁଇଁପାରେ ଏହି ସମୟରେ ପବନର ଗତି ୧୭୫ ରୁ ୧୮୫ କିଲୋମିଟର ଭିତରେ ରହିବ ତାରିଖ ସକାଳ ସୁଦ୍ଧା ପଶ୍ଚିମବଙ୍ଗ ମୁହାଁ ହେବ ତେବେ ବାତ୍ୟା ଫୋନି ପୁରୀର ଦକ୍ଷିଣରେ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ଅତିକ୍ରମ କରିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଏଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର

ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୮୦ କିଲୋମିଟର ବିଶାଖପାଟଣାଠାରୁ ୪୩୦ କିମି ଦୂରରେ ବାତ୍ୟା ଫୋନି ରହିଛି ତାରିଖ ଅପରାହ୍ନରୁ ତାରିଖ ପୂର୍ବାହ୍ନ ଯାଏଁ କିନ୍ତୁ ଏହାର ପ୍ରବଳ ପ୍ରଭାବ ରହିବ ଓଡିଶାର ଉପକୂଳ ଜିଲ୍ଲାରେ ଆଜି ଅପରାହ୍ନରେ ପବନର ଦିଗ ପରିବର୍ତନ ହେବ ତେବେ ଫୋନି ପ୍ରଭାବରେ ରାଜ୍ୟର ଜିଲ୍ଲା ତଥା ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର ପୁରୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇପାରେ ସେହିପରି କେନ୍ଦ୍ରାପଡା ବାଲେଶ୍ୱର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି 'ଫୋନିର ମୁକାବିଲା କରିବାପାଇଁ ରାଜ୍ୟସରକାର ଜଣ ଜିଲ୍ଲାପାଳ ଙ୍କୁ ଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି  ସୁରେଶ ମହାପାତ୍ର ଙ୍କୁ ପୁରୀ,ପ୍ରଦୀପଜେନାଙ୍କ କେନ୍ଦ୍ରାପଡା,ପ୍ରଦୀପ୍ତ ମହାପାତ୍ର ଙ୍କୁ ଜଗତସିଂହପୁର ,ଅନିଲ ସାମଲ ଙ୍କୁ ଯାଜପୁର, ବଳବନ୍ତ ସିଂ ଙ୍କୁ ବାଲେଶ୍ୱର ଦ୍ୱୀୟିତ୍ୱ ଦିଆଯାଇଛି

01/05/2019

Leave a Reply

Your email address will not be published. Required fields are marked *

Comments