Bikash Khabar
ମାଛର ମୂଲ୍ୟ ୩ ଲକ୍ଷ,ଧରିଥିବା ମହିଳା ହେଲେ ମାଲାମାଲ

ପଶ୍ଚିମବଙ୍ଗର ଜଣେ ବୃଦ୍ଧା ମହିଳା ମାଛ ଧରୁଥିବା ବେଳେଏକ ବିଶାଳକାୟ ମାଛ ଦେଖିଥିଲେ ଏହାକୁ ଧରିବା ପାଇଁ ସେ ବେଶ କିଛି ସମୟ ସଂଘର୍ଷ କରିଥିଲେ କାରଣ ମାଛଟି ଛୋଟ ଥିଲା। ଏହାର ଓଜନ ୫୨ କିଲୋ ଥିଲା ୫୨ କିଲୋ ଓଜନର ମାଛଟିକୁ ମହିଳା ଜଣଙ୍କ ଧରିପାରିନଥାନ୍ତେ ଯଦି ମାଛଟି ଆଗରୁ ମାଡ଼ ଖାଇ ଅଧାମରା ଅବସ୍ଥାରେ ଥାନ୍ତା। ମହିଳା ଜଣଙ୍କ ମାଛଟି କୁ କୂଳକୁ ଆଣିବା ପରେ ଆରମ୍ଭ ହୋଇଗଲା କିଣାକିଣି ପ୍ରକ୍ରିୟା ମାଛ ଟି ଥିଲା ଭୋଳା ପ୍ରଜାତି ଏହା ଖାଦ୍ୟପାଇଁ ଠିକ ନଥିଲା ସତ ,କିନ୍ତୁ ଏହାର ଔଷଧୀୟ ମୂଲ୍ୟ କାରଣରୁ  କିଲୋ ପ୍ରତି ତାଙ୍କୁ ୬୨୦୦ ଟଙ୍କା ଦର ରେ ବିକ୍ରି ହୋଇପାରିଛି ମାଛ ବିକ୍ରି ବାବଦରୁ ମହିଳା ଜଣଙ୍କ ସମୁଦାୟ  ଲକ୍ଷରୁ ଅଧିକ ଟଙ୍କା ପାଇଥିବା ଜଣାପଡ଼ିଛି ମହିଳା ଜଣଙ୍କ କେବେ ମଧ୍ୟ ଭାବି ନଥିଲେ ମାଛ ପାଇଁ ତାଙ୍କୁ ଏତେ ଟଙ୍କା ମିଳିବ। ଗ୍ରାମବାସୀଙ୍କ ମତାନୁଯାୟୀ, ଏହି ବିଶାଳ ମାଛ ହୁଏତ କୌଣସି ଜାହାଜ ସହ ଧକ୍କା ହୋଇଛି। ଭାଗ୍ୟବଶତଃ ଅନ୍ୟ କୌଣସି ସାମୁଦ୍ରିକ ଜୀବ ଏହି ମାଛକୁ ଖାଇ ପାରି ନାହାନ୍ତି।

02/10/2020

Leave a Reply

Your email address will not be published. Required fields are marked *

Comments