Bikash Khabar
ଫୋନି ପ୍ରଭାବିତ ୩୦ ହଜାର ବୁଲାବିକାଳି ଙ୍କୁ ୧୦ ହଜାର କରି ମିଳିବ ସହାୟତା,ଉପକୃତ ହେବେ ନଡ଼ିଆ ଓ କୁକୁଡ଼ା ଚାଷୀ

ରାଜ୍ୟର ୧୧ ଟି ପୌରାଞ୍ଚଳରେ  ୩୦ ହଜାର ବୁଲାବିକାଳି ଫୋନିଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି।ସେମାନଙ୍କ କ୍ଷତିଭରଣା ପାଇଁ  ପ୍ରତ୍ୟେକ ଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ଶନିବାର ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷାରେବୈଠକର ସୁଚାଇଛନ୍ତି ସେହିପରି ଉପକୂଳ ଓଡ଼ିଶାରେ ନଡ଼ିଆ ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।କ୍ଷତିଗ୍ରସ୍ତ ନଡ଼ିଆ ଗଛ ପ୍ରତି  ୫୦୦ ଟଙ୍କା ଯାଏଁ ଦିଆଯିବା ସ୍ଥିର ହୋଇଛି ତେବେ ଜଣେ ଚାଷୀଙ୍କୁ ୨୫ ଟି ଗଛ ରୁ ଅଧିକ କ୍ଷତି ଗ୍ରସ୍ତ ବୃକ୍ଷ ସ୍ଥଳେ କ୍ଷତିପୂରଣ ଦିଆଯିବ ନାହିଁ ନଡ଼ିଆ ଚାଷୀ ମାନଙ୍କୁ ଅନ୍ୟାନ ଇନପୁଟ ରିହାତି ସମେତ ନଡ଼ିଆ ଚାରା ଯୋଗାଇଦିଆଯିବ।ସେହିପରି କୁକୁଡ଼ା ଚାଷୀ ମାନଙ୍କ ଫାର୍ମପୁନଃରୁଦ୍ଧାର ଦିଗରେ ସରକାର ସହାୟତା କରିବେ ସେମାନଙ୍କୁ ୭୫ ପ୍ରତିଶତ ରିହାତି ଯୋଗାଇ ଡିଆଯିବ।ଏହି ସବୁ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ କରାଯିବ ଏଥିପାଇଁ ୧୦୦ କୋଟି ଟଙ୍କା ରଖାଯାଇଛି

19/05/2019

Leave a Reply

Your email address will not be published. Required fields are marked *

Comments