Bikash Khabar
ଫୁଡ ଡେଲିଭରି କୌଶଳରେ ନୁଆଁ ଫଣ୍ଡା, ଜୋମଟୋ କରିବ ଡ୍ରୋନ ଜରିଆରେ ଖାଦ୍ୟଯୋଗାଣ

ଏଣିକି ଆଉ ସଡ଼କ ପଥରେ ନୁହେଁ ବରଂ ଆକାଶ ମାର୍ଗରୁ ଆପଣଙ୍କ ନିକଟରେ ପହଂଚିଯିବ ସୁସ୍ୱାଦୁ ଖାଦ୍ୟ ସେ ବି ଅର୍ଡର ଦେବାର ଅଳ୍ପ କେଇ ସମୟ ମଧ୍ୟରେ ଖାଦ୍ୟ ପାଇଁ ବିଳମ୍ୱର ପରିସମାପ୍ତି ଘଟିବ ଅଧିକ ବିଳମ୍ୱ କାରଣରୁ ଗ୍ରାହକ କରୁଥିବା ଅର୍ଡର ବାତିଲ ରୁ କମ୍ପାନୀକୁ ରକ୍ଷା ମିଳିବ   ଅନଲାଇନ ଫୁଡ ଡେଲିଭରି କମ୍ପାନୀ ଜୋମାଟୋ ଆଣିଛି ଏମିତି ଏକ ନୂଆ ପ୍ରଯୁକ୍ତି କୌଶଳ  ଯାହା ସାହାଯ୍ୟରେ   କିମି ଦୂରରେ ଅର୍ଡର କରିଥିବା  ଗ୍ରାହକ ୧୦  ମିନଟସମୟ ମଧ୍ୟରେ ନିଜ  ମନପସନ୍ଦର ଖାଦ୍ୟ ପାଇପାରିବେ  ଜୋମାଟୋ ଏପରି ଏକ ଡ୍ରୋନ ତିଆରି କରିଛି ଯେ, ଆକାଶରେ ଉଡି ଉଡି ଖାଇବା ପହଞ୍ଚାଇବ ଏହି ପରିକଳ୍ପନା କୁ ବାସ୍ତବତାର ରୂପ ଦେବା ପାଇଁ   ଗତ କିଛି ମାସ ପୂର୍ବେ ଲକ୍ଷ୍ନୋର ଡ୍ରୋନ ଷ୍ଟାର୍ଟଅପ କମ୍ପାନୀ ସହ ଜୋମାଟୋ ହାତ ମିଶାଇଥିଲା ଏହି ହାଇ ଟେକ୍ନୋଲୋଜି ଦ୍ବାରା ପାର୍ସଲ ଡେଲିଭରି ଅବଧିକୁ କମ କରିବା ସହ ପ୍ରଦୂଷଣ  ଟ୍ରାଫିକ ଭଳି ସମସ୍ୟା ମଧ୍ୟ ସାମ୍ନା କରିବାକୁ ପଡିବ ନାହିଁ ଜୋମାଟୋ ପ୍ରତିଷ୍ଠାତା ଦୀପନ୍ଦର ଗୋୟଲ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ସେ କହିଛନ୍ତି ଯେ, ଡେଲିଭରି ସମୟକୁ ୩୦ ରୁ ୧୫  ମିନଟ ହ୍ରାସ  କରିବା ପାଇଁ ଇଏ ଏକ ସହଜ ବାଟ କାରଣ ରୋଡରେ ଫାଷ୍ଟ ଡେଲିଭରି ସମ୍ଭବପର ନୁହେଁ ଏହି ଡ୍ରୋନ ରୋଟରୀ ୱିଙ୍ଗ୍ସର କମ୍ବିନେଶନ ରହିବ ଯିଏ   କିଲୋର ଭାର ନେଇ ଉଡାଣ ଭରିବାକୁ ସକ୍ଷମ ହୋଇପାରିବ

15/06/2019

Leave a Reply

Your email address will not be published. Required fields are marked *

Comments