Bikash Khabar
ଏ ହେଉଛି ଭାରତର ସବୁଠୁ ଶସ୍ତା ବୈଦ୍ୟୁତିକ ବଜାର,୧୦୦୦ ଟଙ୍କାରେ ମିଳିଯିବ ଏସି , କୁଲର

ଦିଲ୍ଲୀରେ ଚଳିତ ବର୍ଷ ନାହିଁ ନଥିବା ଗରମ ହେଉଛି ତତଲା କଡେଇ ରେ ପରିଣତ ହୋଇଛି ଦିଲ୍ଲୀ ରାଜସ୍ଥାନ। ଏହି ଗରମରେ ଘରକୁ ଥଣ୍ଡା ରଖିବା ପାଇଁ ଏସି ଆଉ କୁଲର କିଣିବାକୁ ଚାହୁଁଛନ୍ତିକି ? ଅର୍ଥ ଏଥିପାଇଁ ବାଧକ ହେଉଛିକି ? ତେବେ ଚିନ୍ତା କରନ୍ତୁନାହିଁ ଦିଲ୍ଲୀରେ ଏପରି ବଜାର ଅଛି ଯେଉଁଠି ସବୁ ଆର୍ଥିକ ବର୍ଗର ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ବିଶାଳ ଉତ୍ପାଦ ଷ୍ଟକ ରଖାଯାଇଛି ଆପଣ ଏଭଳି ବଜାରକୁ ଗଲେ ଅତି ଶସ୍ତାରେ ସାମଗ୍ରୀ ମାନ କିଣିପାରିବେ ଏସି,କୁଲର,ଫ୍ୟାନ,ଠାରୁ ଆରମ୍ଭ କରି ଅନ୍ୟାନ ବୈଦ୍ୟୁତିକ ସାମଗ୍ରୀ ୫୦୦ ରୁ ୧୦୦୦ ଅତି ବେଶୀରେ ୧୦୦୦୦ ଟଙ୍କାରେ କିଣିପାରିବେ ଏହି ବଜାର  ନାଁ ହେଉଛି ଗଫରବଜାର ଗଫର ବଜାର ଦିଲ୍ଲୀବାସୀଂକ ପାଇଁ ବେଶ ପରିଚିତ ହେଲେ ବାହାର ଅଂଚଳରୁ ଆସିଥିବା ଲୋକମାନେ ଏହି ବଜାର ବିଷୟରେ ଜାଣିବା ଉଚିତ ଏହି ଗଫର ବଜାର ରେ ଆପଣ ଅଧାରୁ କାମ ରେଟ ରେ ଏସି,କୁଲର,ଫ୍ରିଜ,ଆଦି କିଣିପାରିବେ ଲାପଟପ,କମ୍ପ୍ୟୁଟର,ସ୍ମାର୍ଟ ଫୋନ ,ସିଡ଼ି,ଡିଭିଡି ଆଦି ଶସ୍ତାରେ ଏହି ବଜାର ରେ ମିଳିଥାଏ

01/07/2019

Leave a Reply

Your email address will not be published. Required fields are marked *

Comments