Bikash Khabar
ଏଣିକି ମାନସିକ ରୋଗୀ ବି ବୀମାରେସାମିଲ ହୋଇପାରିବେ

ବୀମା କମ୍ପାନୀ ଗୁଡିକ ଉପଭୋକ୍ତା ମାନଙ୍କୁ ବିଭିନ୍ନ ଆଳ ଦେଖାଇ ଅନେକ ପ୍ରକାର ରୋଗ ପାଇଁ ବୀମାଭୁକ୍ତ କରାଉ ଥିଲେ।ଏବେ ଏହା ଆଉ ଚାଲିବ ନାହିଁ ଚିକିତ୍ସା ବୀମା ପଲିସୀ ରେ ରୋଗ ବାଦଦେବାର ଗୋଟିଏ ନୀତି ଆପଣେଇବାକୁ ହେବ। ବୀମା କମ୍ପାନୀ ଗୁଡିକ ସମସ୍ତପ୍ରକାର ମାନସିକ ତଥା ଆନୁବଂଶିକ ରୋଗ ସ୍ନାୟୁ ସମ୍ପର୍କିତ ରୋଗୀ ମାନଙ୍କୁ ବୀମାଭୁକ୍ତ କରାଇବେ। ଭାରତୀୟ ବୀମା ବିନିୟମଙ୍କ ଏବଂ ବିକାଶ ପ୍ରାଧିକରଣ ସମ୍ପର୍କିତ ଏକ ନିୟମଜରୀ କରିଛି

ଚିକିସ୍ଛା ବୀମା ପଲିସିରୁ ରୋଗ ଗୁଡିକୁ ବାଦ ଦେବା କ୍ଷେତ୍ରରେ ବୀମା କମ୍ପାନୀ ଗୁଡିକ ସମାନ ନୀତି ଆପଣେଇବେ ବୋଲି ଆଇଆରଡ଼ିଏ କହିଛି।ବୀମା ନେବା ପରେ କୌଣସି ପ୍ରକାର ରୋଗ ସମ୍ପର୍କିତ ଚିକିତ୍ସା କୁ ବାଦଦିଆଯାଇପାରିବନି ବୋଲି ଭାରତୀୟ ବୀମା ବିନିୟମଙ୍କ ଏବଂ ବିକାଶ ପ୍ରାଧିକରଣ ନିଜର ନିୟମାବଳୀ ରେ ସ୍ପଷ୍ଟ କରିଦେଇଛନ୍ତି   

19/05/2019

Leave a Reply

Your email address will not be published. Required fields are marked *

Comments