Bikash Khabar
୪ ରାଜ୍ୟରେ ଲାଗୁହେଲା ୱାନ ନେସନ-ୱାନ ରାସନ ର ପାଇଲଟ ପ୍ରୋଜେକ୍ଟ ,ସଫଳ ହେଲେ ପୁରା ଦେଶରେ ହେବ ଲାଗୁ

  ୱାନ ନେସନ-ୱାନ ରାସନ ପାଇଲଟ ପ୍ରକଳ୍ପ ଶୁକ୍ରବାର ଶୁଭାରମ୍ଭ ହୋଇଛି ବିଭାଗୀୟ ମନ୍ତ୍ରୀ ରାମ ବିଳାସ ପାସୱାନ ଏହାକୁ ଅନଲାଇନ ଲୋକାର୍ପିତ କରିଛନ୍ତି କାମ ଅନ୍ୱେଷଣରେ ପ୍ରବାସୀ ହେଉଥିବା ଶ୍ରମିକ ମାନେ ଏହା ଦ୍ୱାରା ବିଶେଷ ମାତ୍ରାରେ ଲାଭବାନ ହେବେ। ଏହା ସେମାନଙ୍କୁ ଶୋଷଣରୁ ମୁକ୍ତି କରିବ ନିର୍ଦ୍ଧିଷ୍ଟ ଗୋଟିଏ କଣ୍ଟ୍ରୋଲ ଦୋକାନ ଉପରେ ସେମାନଙ୍କ ନିର୍ଭରଶୀଳତା କମିବ। ସେମାନେ ଯେଉଁଠି ରହୁଥିବେ ,ସେ ଆଖପାଖ ରୁ  ସେମାନେ ରାସନ ସଂଗ୍ରହ କରିପାରିବେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା,ଗୁଜୁରାଟ ମହାରାଷ୍ଟ୍ର ଆଦି ଟି ରାଜ୍ୟରେ ନମୁନା ମୂଳକ ଭାବରେ ଏହା ଆରମ୍ଭ କରାଯାଇଛି ଓଡ଼ିଶାରେ ଏହି ବ୍ୟବସ୍ଥା ଲାଗୁ ହେଲେ ପଶ୍ଚିମ ଓଡ଼ିଶାର ଇଟା ଭାଟିରେ କାମ କରୁଥିବା ଶ୍ରମିକ ଗୁଜୁରାଟ ବାଙ୍ଗାଲୋର ରେ କାମ କରୁଥିବା ଶ୍ରମିକ ପରିବାର ସୁଲଭ ମୂଲ୍ୟରେ ରାସନ ପାଇପାରିବେ କେନ୍ଦ୍ର ସରକାର ଏବେ ରାସନକାର୍ଡ ହିତାଧିକାରୀଙ୍କ ଏକ ଡାଟା ବେସ  ତିଆରି କରିବେ ଫଳରେ କ୍ଷେତ୍ର ରେ ହେଉଥିବା ଦୁର୍ନି ଦୂର ହୋଇ ପାରିବ

09/08/2019

Leave a Reply

Your email address will not be published. Required fields are marked *

Comments