Bikash Khabar
ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ପ୍ରଦୀପ ପାଣିଗ୍ରାହୀ

ହାଇକୋର୍ଟ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କ୍ରାଇମ୍ବ୍ରାଞ୍ଚ ମାମଲାରେ ଜାମିନ ପାଇଁ ପ୍ରଦୀପଙ୍କ ଆବେଦନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ପ୍ରଦୀପଙ୍କ ଜାମିନ ଖାରଜ କରିଥିଲେ ଆଗରୁ  ଅଭୟକାନ୍ତ ପାଠକ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି।ଚାକିରୀ ଦେବା ନାମରେ ମିଥ୍ୟ କାଗଜପତ୍ର ପ୍ରସ୍ତୁତ କରି ଠକୁଥିବା ଭାବି ଜୋଇଁ ଆକାଶ ପାଠକଙ୍କୁ ସହାୟତା କରୁଥିବା ନେଇ ଅଭିଯୋଗ ଉଠିବା ପରେ ବିଜେଡି ତାଙ୍କୁ ଜନବିରୋଧୀ ଦର୍ଶାଇ ଦଳରୁ ବାହାର କରିଛି ତେଣେ ପ୍ରଥମ ମାମଲା ଭାବେ ମାମଲା କୁ ଲୋକାୟୁକ୍ତଙ୍କ ହାତରେ ନ୍ୟସ୍ତ କରିଛନ୍ତି ରାଜ୍ୟସରକାର ଆଜି ଲୋକାୟୁକ୍ତ ପ୍ରଦୀପଙ୍କ ମାମଲା ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସ ଙ୍କୁ ଦାୟିତ୍ୱ ଦେବା ସହ ପରବର୍ତ୍ତୀ ଶୁଣାଣି ଫେବୃୟାରୀ କୁ ଧାର୍ଯ୍ୟ କରିଛନ୍ତି

11/12/2020

Leave a Reply

Your email address will not be published. Required fields are marked *

Comments