Bikash Khabar
ପେଶାଦାରଙ୍କ ଜରିଆରେ ନିଜର ପ୍ରଚାର କରିବ ଭାରତୀୟ ରେଳ

ବିଭିନ୍ନ ପ୍ରକାର ଗ୍ରାହାକ ସେବା ଜରିଆରେ ଜନ ମାନସ କୁ  ଆକର୍ଷଣ କରୁଥିବା ଭାରତୀୟ ରେଲଓ୍ବେ ଏବେ ନିଜର ପ୍ରଚାର ପାଇଁ ଅଣ୍ଟାଭିଡ଼ିଛି। ଏହି କାମରେ  ୧୭ ପେଶାଦାର ଙ୍କ ସହଯୋଗ ଲୋଡିଛି ବିଭାଗ ଏହି ପେଶାଦାର ମାନେ ପ୍ରଚାର ମଙ୍ଗ ସମ୍ଭାଳିବେ ସେମାନେ ଫେସ୍ବୁକ୍, ଟୁଇଟର, ଇନଷ୍ଟାଗ୍ରାମ୍ଆଦି ପ୍ଲାଟଫର୍ମରେ ରେଲଓ୍ବେର ପ୍ରଚାର  କରିବେ ସେମାନେ ନିଜ  ଜୋନ୍ଲୋକସମ୍ପର୍କ ଅଧିକାରୀଙ୍କୁ ପ୍ରଚାର ଅଭିଯାନସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ। ପ୍ରତି ଜୋନ୍ରେ ଏକ  ଟିମ୍ଗଠନ କରାଯିବ ଟିମ୍ରେ ଟିମ୍ଲିଡରଙ୍କ ସମେତ  ସୋସିଆଲ୍ମିଡ଼ିଆ ମ୍ୟାନେଜର, କଣ୍ଟେଟ୍ଆନାଲିଷ୍ଟ୍, କଣ୍ଟେଟ୍ରାଇଟର ଏବଂ ଭିଡ଼ିଓ ଏଡିଟର ଆଦି କର୍ମଚାରୀ ନିୟୋଜିତ ରହିବେ ପ୍ରତି ଜୋନ୍ରେ ଏଥି ପାଇଁ ବାର୍ଷିକ  କୋଟି ଟଙ୍କା ଖର୍ଚ୍ଚର ବ୍ୟୟ ଅଟକଳ କରାଯାଇଛି ସମ୍ପ୍ରତି ୧୮ଟି ଜୋନ୍ରେ ପ୍ରଚାର ଅଭିଯାନରେ ୮୦ ଜଣ ଅଧିକାରୀ କାର୍ଯ୍ୟ କରୁଛନ୍ତି। ରେଲଓ୍ବେର ମୁଖ୍ୟ ପ୍ରଚାର ଅଧିକାରୀ ଏସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଜାରି କରିଥାନ୍ତି।

17/06/2019

Leave a Reply

Your email address will not be published. Required fields are marked *

Comments