Bikash Khabar
ଦେଶରେ ୪.୫ ପ୍ରତିଶତ ପରିବାର ଚଳାଉଛନ୍ତି ଏକାକୀ ଥିବା ମହିଳା

ଭାରତରେ . ପ୍ରତିଶତ ପରିବାରର ମୁଖ୍ୟ ହେଉଛନ୍ତି ଏକାକୀ ଥିବା ମହିଳା ସେମାନେ ନିଜ ପରିବାର ନାବାଳକ ସନ୍ତାନ ବରିଷ୍ଠ ନାଗରିକଙ୍କ ଦାୟିତ୍ୱ ତୁଲାଇଥାନ୍ତି ଆମ ଦେଶରେ ଏକାକୀ ଥିବା ମହିଳା ଙ୍କ ସଂଖ୍ୟା . କୋଟି ଥିବା ବେଳେ ଯୁଗ୍ମ ପରିବାର ସହିତ ରହୁଥିବା ଏଭଳି ମହିଳାଙ୍କ ସଂଖ୍ୟା . କୋଟି ଥିବା ଜାତିସଙ୍ଘ ମହିଳା କମିଟି ପକ୍ଷରୁ କୁହାଯାଇଛି ସକାରାତ୍ମକ ଦୃଷ୍ଟିକୋଣ ସତ୍ୱେ ଭାରତରେ ଘର ଚଳାଉଥିବା ସିଙ୍ଗଲ ମଦର୍ସ ପରିବାର ଗୁଡିକରେ ଦରିଦ୍ର ହାର ୩୮ ପ୍ରତିଶତ ରହିଛି। ଏହି ରିପୋର୍ଟ ରେ ୮୯ ଦେଶର ପରିବାର ଗୁଡିକୁ ସର୍ଭେ କରାଯାଇଥିଲା  ଏଥିରୁ ଜଣାଯାଇଥିଲା ଯେ ବିଶ୍ୱର ୧୦ ସିଙ୍ଗଲ ପେରେଣ୍ଟସ ପରିବାର ମଧ୍ୟରୁ ୮ଟି (୮୪ପ୍ରତିଶତ ) ମହିଳା ମାନେ ପରିଚାଳନା କରୁଛନ୍ତି  ଏହି ଭାବେ ବିଶ୍ୱର ୧୦.କୋଟି ପରିବାର ରେ ସିଙ୍ଗଲ ମଦର୍ସ ନିଜ ପିଲାମାନଙ୍କ ସହିତ ରହିଥାନ୍ତି  ଏବେ ଅଧିକାଂଶ ମହିଳା ବିଲ୍ୱମ୍ଭରେ ବିବାହ କରୁଛନ୍ତି  ନିଜର ନିଯୁକ୍ତି ପ୍ରତି ଅଧିକ ସଚେତନ ହେଉଛନ୍ତି  କିନ୍ତୁ ଏଭଳି ସକରାତ୍ମକ ଦୃଷ୍ଟିଭଙ୍ଗୀ ସତ୍ୱେ ଭାରତରେ ଏକାକୀ ମା ଙ୍କ ଦ୍ୱାରା ପରିଚାଳିତ ୩୮ ପ୍ରତିଶତ ପରିବାର ଆର୍ଥିକ ସ୍ଥିତି ଭଲ ନୁହେଁ 

13/07/2019

Leave a Reply

Your email address will not be published. Required fields are marked *

Comments