Bikash Khabar
ବରିଷ୍ଠ ଓଡ଼ିଆ ଆଇଏଫଏସ ଅଧିକାରୀ ଅରୁଣ ସାହୁଙ୍କୁ ତ୍ରିନିଦାଦ୍‌ ଓ ଟବାଗୋର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି

ଭାରତୀୟ ବୈଦେଶିକ ସେବାର ବରିଷ୍ଠ ଅଧିକାରୀ ଅରୁଣ ସାହୁଙ୍କୁ ଭାରତ ସରକାର ତ୍ରିନିଦାଦ୍ ଟବାଗୋର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀ ସାହୁ ବର୍ତ୍ତମାନ କାନାଡ଼ାରେ ଡେପୁଟି ହାଇକମିସନର ଭାବେ କାର୍ଯ୍ୟରତ। ଏହା ପୂର୍ବରୁ ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାରତୀୟ ˚ସ୍କୃତି ସମ୍ବନ୍ଧ ପରିଷଦର ଉପ ନିର୍ଦ୍ଦେଶକ ଆଦି ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି। ଜଣେ କୂଟନୀତିଜ୍ଞ ଭାବେ ସେ ବେଜି˚, ଲଣ୍ତନ ତେହରାନ୍ରେ ଥିବା ଭାରତୀୟ ଦୂତାବାସରେ ମଧ୍ୟ ନିଜର ଦାୟିତ୍ବ ନିର୍ବାହ କରିଛନ୍ତି। ଓଡ଼ିଶାର ଦେଓଗଡ଼ ଜିଲ୍ଲାରେ ଜନ୍ମିତ ୧୯୯୬ ବ୍ୟାଚ୍ ଏହି ଅଧିକାରୀ ସେହି ଜିଲ୍ଲାର ପ୍ରଥମ ଆଇଏଫଏସ୍ହେବାର ଗୌରବ ଲାଭ କରିଛନ୍ତି। ସେ ସୁନାମଧନ୍ୟ ଓଡ଼ିଆ କବି ବନମାଳୀ ସାହୁ ସରୋଜିନୀ ସାହୁଙ୍କ   ପୁତ୍ର ତାଙ୍କ ବଡ଼ ଭାଇ ସୁଧା˚ଶୁ ଶେଖର ସାହୁ ଭିମ୍ସାରବୁର୍ଲାର ସହ ନିର୍ଦ୍ଦେଶକ ସେ ଏକାଧାରରେ ଜଣେ କୂଟନୀତିଜ୍ଞ, ବକ୍ତା ଲେଖକ। ଆକାଶର ଲୁହ ଚିରା ମଲାଟନାମରେ ତାଙ୍କର ଦୁଇଟି ଗଳ୍ପ ˚କଳନ ପାଠକୀୟ ଆଦୃତି ପାଇଛି

05/06/2019

Leave a Reply

Your email address will not be published. Required fields are marked *

Comments