Bikash Khabar
ଦୃଷ୍ଟାନ୍ତ ରଚିଲେ ଶିକ୍ଷକ,କ୍ବାରେଣ୍ଟାଇନ୍ ସେଣ୍ଟରରେ ୨୪ ଘଣ୍ଟା ରହି ସ୍କୁଲକୁ କରୁଛନ୍ତି ସଫାସୁତରା

 ଅନ୍ୟ ପାଇଁ ଉଦାହରଣ ସାଜିଲେ ଶିକ୍ଷକ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଖରଣିପଡା ସ୍କୁଲର ଶିକ୍ଷକ ସୀମାଞ୍ଚଳ ବେହେରା ୨୪ ଘଣ୍ଟା କ୍ବାରେଣ୍ଟାଇନ୍ କେନ୍ଦ୍ରରେ ବିତାଉଛନ୍ତି କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରହିଥିବା ଫେରନ୍ତା ଓଡିଆଙ୍କ ସହ ମିଶି ସଫାସୁତରା କାର୍ଯ୍ୟରେ ନିଜକୁ ନିୟୋଜିତ ରହୁଛନ୍ତି ଘର ଭଳି ମନୋଭାବ ରଖି ସ୍କୁଲକୁ ସଫାସୁତରା କରୁଛନ୍ତି ଯେବେଠାରୁ କୋଭିଡ୍-୧୯ ସଂକ୍ରମଣ ଆରମ୍ଭ ହୋଇଛି ସେ ସେବେଠାରୁ ଆଜି ପର୍ଯ୍ୟନ୍ତ ସ୍କୁଲରେ ରହି ସଫାସୁତରା କାର୍ଯ୍ୟ କରୁଛନ୍ତି ଏଭଳି କାର୍ଯ୍ୟ କରି ସେ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ବିଟ୍ ଯୋଗେ ଜଣାଇଛନ୍ତି

12/05/2020

Leave a Reply

Your email address will not be published. Required fields are marked *

Comments