Bikash Khabar
ଶିକ୍ଷକ ହେଵତ ଏମିତି, ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ଶୁଖିଲା ଖାଦ୍ୟ ବାଣ୍ଟିଲେ

ସେମାନେ ବିଦ୍ୟାଙ୍ଗ, ଅସହାୟ ! ଲକଡାଉନ ଭିତରେ ପେଷି ହେଉଥିବା ବେଳେ ଏମାନଙ୍କୁ ସହାୟତା ଦେବାକୁ ଆଗେଇ ଆସିଥିଲେ ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀ ମାହାଙ୍ଗା ଅଂଚଳର ଏମିତି ବହୁ ସ୍ଥାନ ଅଛି ଯେଉଁଠି ଭୋକିଲା ମଣିଷଙ୍କୁ ଖାଦ୍ୟ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବା ଅତ୍ୟନ୍ତ ଜରୁରୀ ମାହାଙ୍ଗା ସ୍ଵର୍ଣ୍ଣକ୍ଷେତ୍ର ବାପୁଜୀ ଶିଶୁ ସେବାଶ୍ରମରେ ରହୁଥିବା ଅସହାୟ  ପିଲା ଏବଂ ସ୍ଥାନୀୟ ଅଂଚଳରେ ଥିବା ଦିବ୍ୟାଙ୍ଗ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଧରି ପହଂଚି ଥିଲେ ଅକ୍ଷୟ ସାର ଜିଲ୍ଲା ବିଜ୍ଞାନ ପରିଦର୍ଶକ ଭାବରେ ଏବଂ ଜଣେ ସାହିତ୍ୟ ସଂସ୍କୃତି ସମ୍ପନ୍ନ ମଣିଷ ଭାବରେ ଏହି ଶିକ୍ଷକ ନେତା ଜଣକ ବେଶ ପରିଚିତ ନିଜେ ଅସହାୟ ପିଲାମାନଙ୍କୁ ଭେଟି ସେମାନଙ୍କ ଭଲ ମନ୍ଦ ପଚାରି ବୁଝିବା ସହିତ କରୋନା ସମୟରେ ଆମେ ସମଦୂରତ୍ୱ ବଜାୟ ରଖି ଏହାର ଦୃଢ ମୁକାବିଲା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ

 

11/05/2020

Leave a Reply

Your email address will not be published. Required fields are marked *

Comments