Bikash Khabar
ଚନ୍ଦ୍ରବାବୁ ନାଇଡୁ ଙ୍କ ଅମରାବତୀ ବିକାଶ ଡ୍ରିମ ପ୍ରୋଜେକ୍ଟ ରୁ ଓହରିଗଲା ବିଶ୍ବବ୍ୟାଙ୍କ

ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀର ବିକାଶ ପାଇଁ ବିଶ୍ବବ୍ୟାଙ୍କ ଯେଉଁ ଋଣ ସହାୟତା ପ୍ରଦାନ କରିବ ବୋଲି ବୁଝାମଣା କରିଥିଲା ସେଥିରୁ ଓହରି ଯାଇଛି।ଏହାକୁ ନେଇ ରାଜ୍ୟରେ ରାଜନୈତିକ ମତାନ୍ତର ତୀବ୍ର ହେବାରେ ଲାଗିଛି ୪୯୦୦ କୋଟି ଟଙ୍କାର ଏହି ପରିଯୋଜନା କୁ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା ଚନ୍ଦ୍ର ବାବୁଙ୍କ ୨୦୧୪ ସାଧାରଣ ନିର୍ବାଚନରେ ପରାଜୟ ୱାଇଏସ ଆର କଂଗ୍ରେସ ବିଜ୍ଞ ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଅର୍ଥ ଅପବ୍ୟବହାର ବିଳମ୍ବିତ କାମର ତଦନ୍ତ ନିର୍ଦେଶ ଦେଇଥିଲେ।୨୦୧୬ ଠାରୁ ଏହାର କାମ ଆରମ୍ଭ ହେବାର ଥିଲା ଆନ୍ଧ୍ର ପ୍ରଦେଶର ଚାଷୀମାନେ ସେମାନଙ୍କ ଠାରୁ ଉର୍ବର ଚାଷଜମି ବଳପୂର୍ବକ ଅମରାବତୀର ବିକାଶ ପାଇଁ ଚନ୍ଦ୍ରବାବୁ ଙ୍କ ସରକାର ଅଧିଗ୍ରହଣ କରିଥିଲେ ବୋଲି ବିଶ୍ବବ୍ୟାଙ୍କ କୁ ଲେଖିଥିଲେ ଭାରତ ସରକାର ବିଶ୍ବବ୍ୟାଙ୍କ କୁ ଦେଇଥିବା ଋଣ ଅନୁରୋଧ ପତ୍ର ଫେରାଇନେବା ପରେ ଏହାକୁ ନେଇ ବାଡ଼ ବିବାଦ ଆରମ୍ଭ ହୋଇଥିଲା ନୂଆ ସରକାର ଅମରାବତୀର ବିକାଶ ଚାହୁଁନି ଏବଂ ନକାରାତ୍ମକ ଭାବେ ବିଶ୍ଵବ୍ୟାଙ୍କ କୁ ଚିଠି ଲେଖି ଋଣ ଅର୍ଥ ବନ୍ଦ କରିଛି ବୋଲି ଚନ୍ଦ୍ର ବାବୁ ବିଧାନ ସଭାରେ ଅଭିଯୋଗ କରିଛନ୍ତି   

20/07/2019

Leave a Reply

Your email address will not be published. Required fields are marked *

Comments