Bikash Khabar
କୁଆଡେ ଗଲା ଓଡ଼ିଆଘର ର ପଖାଳ କଂସା

 

 ଆସନ୍ତା କାଲି ମାର୍ଚ୍ଚ ୨୦ ରେ ପାଳିତ ହେବାକୁ ଯାଉଛି ବିଶ୍ୱ ପଖାଳ ଦିବସ ପଖାଳ କୁ ନେଇ ଚାଲିଛି ଚର୍ଚ୍ଚା ହେଉଛି ପଖାଳ ପର୍ବର ଆୟୋଜ । ଦିନ ଥିଲା ଆମ ପାକଶାଳାର ମାଟି ହାଣ୍ଡିରୁ ଆସୁଥିଲା ପଖାଳ ମହକ ଚିମୁଟାଏ ବଗଡ଼ା ଲୁଣ , ଗୋଟିଏ ବାଡ଼ି ଲଙ୍କା ଆଉ ବାଇଗଣ ପୋଡା ହେଲେ କଂସାଏ ତୋରାଣି ମିଶା ଭାତ ଉଦରସ୍ଥ ହୋଇଯାଉଥିଲା ତାହାପୁଣି ବଢ଼ାଯାଉଥିଲା ଭଳିକି କଂସା ବାସନରେ

ପଖାଳ ଖାଇବା ପାଇଁ ଦିନେ ୨୪ ପ୍ରକାର କଂସା ବାସନ ଘର ମାନଙ୍କରେ ଉପଲବ୍ଧ ହେଉଥିଲା ଏବେ ପଖାଳ   ମିଳିଯାଉଛି ହେଲେ ଅତୀତ ଭଳି କି ଭଳି  କଂସାବେଲା ମିଳୁନି ସେଥିରୁ ଅନେକ ନିଖୋଜ ଆଜିକାଲିର ପିଢ଼ି ସେ ବାସନ ନାଁ ବି ଜାଣିପାରିବେନି ୨୪ ପ୍ରକାର ପଖାଳ କଂସାର ନାଁ ଶୁଣନ୍ତୁ ଏସବୁ ବାସନ ଭୁବନେଶ୍ୱର କଂସା ପିତ୍ତଳ ଗବେଷଣା ପ୍ରତିଷ୍ଠାନ ରେ ଅଛି ଦେଖି ପାରିବେ ଗ୍ରାମୀଣ ପରିବାର ଗୁଡିକ ନିକଟରେ ବି ଏସବୁ ରହିଥାଇପାରେ 

,କୁଣ୍ଢି .ବଇଠି , ହାତୀ ପାହୁଲିଆ ଛାତି ଫୁଲାଣିଆ ଵାଲେସେରୀ ଅଂଟାଭଙ୍ଗା ଫାସ ମନ୍ଦା ମାଟିଆ କେଳା ୧୦ ପୋଛା ୧୧ ଓଉଖମା ୧୨ ରେକବି୧୩ ରକାମା ୧୪ ଟଭା ଫଳିଆ ଇତ୍ୟାଦି ଯଦି କେଉଁଠି ପଖାଳ ବେଲାର ନୂତନତ୍ୱ ଦେଖନ୍ତି ଫୋଟୋ ଟିଏ ଉଠାନ୍ତୁ ଓଡ଼ିଆ ଘର   ପରମ୍ପରା ବଞ୍ଚିରହୁ ପଖାଳ ଖାଇବା ପାଇଁ ଦିନେ ୨୪ ପ୍ରକାର କଂସା ବାସନ ଘର ମାନଙ୍କରେ ଉପଲବ୍ଧ ହେଉଥିଲା ଏବେ ପଖାଳତ ମିଳିଯାଉଛି ହେଲେ କଂସାବେଲା ମିଳୁନି ସେଥିରୁ ଅନେକ ନିଖୋଜ ଆଜିକାଲିର ପିଢ଼ି ସେ ବାସନ ନାଁ ବି ଜାଣିପାରିବେନି ୨୪ ପ୍ରକାର ପଖାଳ କଂସାର ନାଁ ଶୁଣନ୍ତୁ ଏସବୁ ବାସନ ଭୁବନେଶ୍ୱର କଂସା ପିତ୍ତଳ ଗବେଷଣା ପ୍ରତିଷ୍ଠାନ ରେ ଅଛି ଦେଖି ପାରିବେ ଏବେ ଖାଲି ନାଁ ଶୁଣିଥାଅନ୍ତୁ

,କୁଣ୍ଢି .ବଇଠି , ହାତୀ ପାହୁଲିଆ ଛାତି ଫୁଲାଣିଆ ଵାଲେସେରୀ ଅଂଟାଭଙ୍ଗା ଫାସ ମନ୍ଦା ମାଟିଆ କେଳା ୧୦ ପୋଛା ୧୧ ଓଉଖମା ୧୨ ରେକବି୧୩ ରକାମା ୧୪ ଟଭା ଫଳିଆ ଇତ୍ୟାଦି ଯଦି କେଉଁଠି ପଖାଳ ବେଲାର ନୂତନତ୍ୱ ଦେଖନ୍ତି ଫୋଟୋ ଟିଏ ଉଠାନ୍ତୁ ଓଡ଼ିଆ ଘର   ପରମ୍ପରା ବଞ୍ଚିରହୁ

19/03/2019

Leave a Reply

Your email address will not be published. Required fields are marked *

Comments