Bikash Khabar
ଭାରତ ଆସିଲା ବିଶ୍ୱର ସବୁଠୁ ଶକ୍ତିଶାଳୀ ଏଆଇ ସୁପର କମ୍ପୁଟର, ମାତ୍ର ଦେଢ଼ ଦିନରେ କରିପାରିବ ୧୫ ଦିନର କାମ

କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟସ)ଜରିଆରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସୁପର କମ୍ପୁଟର ଡିଜିଏକ୍ସ - ଭାରତ ରେ ପହଂଚିଛି ଏହାକୁ ଯୋଧପୁର ଆଇଆଇଟି ରେ ସ୍ଥାପନା କରାଯାଇଛି। ଏହା କୃତ୍ରିମ ବୁଦ୍ଧିମତା କୁ ନେଇ ଦେଶରେ ହେଉଥିବା ଗବେଷଣାକୁ ଅଧିକ ସାହାଯ୍ୟ କରିବ ଏହା ବିଶ୍ୱର ସବୁଠୁ ଦ୍ରୁତ ସୁପର କମ୍ପୁଟର ଏହାର ଦାମ .୫୦ କୋଟି ଟଙ୍କା ରହିଛି ଏହାର ରାମ ୫୧୨ ଜିବି ଥିବାବେଳେ କ୍ଷମତା ୧୦ କିଲୋୱାଟ ରହିଛି  ଏବେ ବାଙ୍ଗାଲୋର ଆଇଆଇଏସସି ସମେତ କେତେକ ଆଇଆଇଟି ରେ ଡିଜିଏକ୍ସ- ସୁପର କମ୍ପୁଟର ମହଜୁଦ ରହିଛି କିନ୍ତୁ ଡିଜିଏକ୍ସ- ଯେଉଁ କାମକୁ ଦେଢ଼ ଦିନରେ କରିବ, ଡିଜିଏକ୍ସ- ସେହି ସମାନ କାମ କରିବାକୁ ୧୫ ଦିନ ସମୟ ନେବ ଏକ ଆମେରିକୀୟ ସଂସ୍ଥା ସହ ଯୋଧପୁର ଆଇଆଇଟି ମଧ୍ୟରେ ଗବେଷଣାକୁ ନେଇ ଏକ ଚୁକ୍ତିନାମାର ଅଂଶ ସ୍ୱରୂପ ଏହି ସୁପର କମ୍ପୁଟର ଆସିଛି ଆଇଆଇଟି ରେ କମ୍ପୁଟର ବିଜ୍ଞାନ ଇଂଜିନିୟରିଂ ପାଠ୍ୟକ୍ରମ ରେ ପଢ଼ୁଥିବା ବିଦ୍ୟାର୍ଥୀ ଗବେଷକଙ୍କ ପାଇଁ ସୁପର କମ୍ପୁଟର ବର୍ତମାନ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି କୁହାଯାଉଛି    

17/06/2019

Leave a Reply

Your email address will not be published. Required fields are marked *

Comments