Bikash Khabar
ଗ୍ରାମାଞ୍ଚଳରେ ଭଲିବଲରେ ବିକାଶ ଦିଗରେ ଉଦ୍ୟମ କରାଯିବ

ଓଡିଶାରେ ଭଲିବଲକୁ ଗାଁରୁ ସହର ସବୁଠି ଲୋକପ୍ରିୟ କରାଯିବ ଭାରତୀୟ ଭଲିବଲ ଫେଡେରେସନର ନବ ନିର୍ବାଚିତ ସଭାପତି . ଅଚ୍ୟୁତ ସାମନ୍ତ ଏହା ପ୍ରକାଶ କରିଛନ୍ତି ଗ୍ରାମାଞ୍ଚଳରେ ଭଲିବଲରେ ବିକାଶ ଦିଗରେ ଉଦ୍ୟମ କରାଯିବ ଓଡ଼ିଶାରେ ଅନେକ ପ୍ରତିଭାବାନ ଭଲିବଲ ଖେଳାଳି ଅଛନ୍ତି ସେମାନଙ୍କୁ ଆଗକୁ ଆଣିବା ସହ କିପରି ଭାରତୀୟ ଭଲିବଲ ଦଳରେ ସାମିଲ ହୋଇପାରିବେ ସେଥିପାଇଁ ପ୍ରୟାସ କରାଯିବ ଆଜି ଭିଏଫଆଇ କାଯ୍ୟର୍କାରିଣୀର ଭର୍ଚୁଆଲରେ ଅନୁଷ୍ଠିତ ହୋଇଥିଲା ଏଥିରେ . ଅଚ୍ୟୁତ ସାମନ୍ତ ଅଧ୍ୟକ୍ଷତା କରିଥିଲେ ନିକଟରେ କିଟ୍ କିସ୍ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତ, ଭାରତୀୟ ଭଲିବଲ ମହାସଂଘ- ସଭାପତି ହେବା ସହ ଦେଶର ଶୀର୍ଷ କ୍ରୀଡ଼ା ସଂଘ, ଭାରତୀୟ ଅଲିମ୍ପିକ୍ସ ସଂଘର ସଦସ୍ୟର ମାନ୍ୟତା ପାଇଛନ୍ତି।ଭଲିବଲ ଫାଉଣ୍ଡେସନ ଅଫ ଇଣ୍ଡିଆ ସଭାପତି ଭାବେ . ଅଚ୍ୟୁତ ସାମନ୍ତ ୨୦୨୦ରୁ ୨୦୨୪ ଯାଏ ଚାରି ବର୍ଷ ପଯ୍ୟର୍ନ୍ତ ଦାୟିତ୍ୱ ନିର୍ବାହ କରିବେ

 

 

22/11/2020

Leave a Reply

Your email address will not be published. Required fields are marked *

Comments